Snake Rescue Odagaon

Snake Rescue Odagaon I am snake rescuer from nayagarh district, village odagaon. I am expert snake rescuer.9337153871.

13/01/2023

It’s high time, Odisha Govt took necessary actions against BMC.BMC is exploiting Odisha State Govt’s money.Requesting the Odisha State Govt to watch this vid...

12/01/2023

ଦୟାକରି ଭିଡ଼ିଓ ଟିକୁ ବୋହୁତ ମାତ୍ରା ରେ ସେୟାର କରନ୍ତୁ

I've just reached 600 followers! Thank you for continuing support. I could never have made it without each one of you. 🙏...
02/01/2023

I've just reached 600 followers! Thank you for continuing support. I could never have made it without each one of you. 🙏🤗🎉

29/12/2022
10/12/2022

Two copper headed trinket snake rescue in odisha, nayagarh district.

10/12/2022

Venomous snake spectacled cobra rescue in nayagarh district.

 .
06/12/2022

.

093371 53871
02/12/2022

093371 53871

Indian venomous snake common krait//Please follow // like //comments // subscribe
27/06/2022

Indian venomous snake common krait//
Please follow // like //comments // subscribe

19/06/2022

Highly venomus cobra snake

ଆମର ଏହି ଭାଇ ଜଣଙ୍କ ବହୁତ ଭଲ ସାପ ଉଦ୍ଧାର କରୁଛନ୍ତି.
13/10/2021

ଆମର ଏହି ଭାଇ ଜଣଙ୍କ ବହୁତ ଭଲ ସାପ ଉଦ୍ଧାର କରୁଛନ୍ତି.

 #ଆଜି:-06.09.2021ରିଖ ସୋମ ବାର ସନ୍ଧ୍ୟା 7ଘଟିକା ସମୟ ରେ. ଓଡଗାଁ ବନାଞ୍ଚଳ ଅଧୀନ ଜାମୁସାହି ଗ୍ରାମରୁ ଏକ ବିରାଟ ଅଜଗର କୁ ଉଦ୍ଧାର କରାଯାଇଛି...
06/09/2021

#ଆଜି:-06.09.2021ରିଖ ସୋମ ବାର ସନ୍ଧ୍ୟା 7ଘଟିକା ସମୟ ରେ. ଓଡଗାଁ ବନାଞ୍ଚଳ ଅଧୀନ ଜାମୁସାହି ଗ୍ରାମରୁ ଏକ ବିରାଟ ଅଜଗର କୁ ଉଦ୍ଧାର କରାଯାଇଛି. ଉଦ୍ଧାର କାର୍ଯ୍ୟରେ ଗ୍ରାମବାସୀ ଙ୍କ ସହିତ ସିଦ୍ଧାର୍ଥ ଓ କୃଷ୍ଣ ଦୁଇ ସହଯୋଗୀ ଜଗନ୍ନାଥ ଙ୍କୁ ସାହାର୍ଯ୍ୟ କରିଛନ୍ତି.
ାନଙ୍କ_ପାଇଁ_ସୂଚନା_ଯେଉଁଠି_ବି_ସାପ_ଦେଖୁଛନ୍ତି
#ତୁରନ୍ତ_ଓଡଗାଁ_ବନ_କର୍ମଚାରୀଙ୍କୁ_ଖବର_ଜଣାନ୍ତୁ.

 #ଓଡଗାଁ_ବ୍ଲକ_କରୋପିଠା_ଗ୍ରାମରୁ_ନାଗ_ସାପ_ଉଦ୍ଧାର02.06.2021
02/06/2021

#ଓଡଗାଁ_ବ୍ଲକ_କରୋପିଠା_ଗ୍ରାମରୁ_ନାଗ_ସାପ_ଉଦ୍ଧାର
02.06.2021

 #ଓଡଗାଁ_ଆଦର୍ଶ_ଥାନା_ରୁ_ଆଜିବିରାଟ ନାଗ ସାପ କୁ ଉଦ୍ଧାର କରିଛନ୍ତିSnake help line ସଦସ୍ୟ :-ସୁଭାଶିଷ ସାମନ୍ତରାୟ ଓଜଗନ୍ନାଥ ସାହୁ. ସାପ ଟି...
11/03/2021

#ଓଡଗାଁ_ଆଦର୍ଶ_ଥାନା_ରୁ_ଆଜି
ବିରାଟ ନାଗ ସାପ କୁ ଉଦ୍ଧାର କରିଛନ୍ତି
Snake help line ସଦସ୍ୟ :-ସୁଭାଶିଷ ସାମନ୍ତରାୟ ଓ
ଜଗନ୍ନାଥ ସାହୁ. ସାପ ଟିକୁ ବନ ବିଭାଗ ର ତତ୍ତ୍ୱ ବଧାନ ରେ ସ୍ଥାନୀୟ ଗୟଳ ସିଂହ ଜଙ୍ଗଲ ରେ ଛଡା ଯାଇଛି.

ଗତ କାଲି ନନ୍ଦୀଘୋର ଗ୍ରାମରୁ ନାଗ ସାପ କୁ ଉଦ୍ଧାର କରାଯାଇଛି.
01/10/2020

ଗତ କାଲି ନନ୍ଦୀଘୋର ଗ୍ରାମରୁ ନାଗ ସାପ କୁ ଉଦ୍ଧାର କରାଯାଇଛି.

 #ଓଡ଼ିଶାରେ_ଦେଖାଯାଉଥିବା_ବିଷଧର_ସାପ_ମାନଙ୍କ_ପ୍ରତି_ସାବଧାନ. ଯଦି କୌଣସି ଲୋକଙ୍କୁ ସାପ କାମୁଡ଼ି ଦିଏ ତେବେ ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସ...
02/09/2020

#ଓଡ଼ିଶାରେ_ଦେଖାଯାଉଥିବା_ବିଷଧର_ସାପ_ମାନଙ୍କ_ପ୍ରତି_ସାବଧାନ. ଯଦି କୌଣସି ଲୋକଙ୍କୁ ସାପ କାମୁଡ଼ି ଦିଏ ତେବେ ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସ ରେ ନ ପଡ଼ି ସିଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ତୁରନ୍ତ ଯାଇ ଡାକ୍ତର ଙ୍କ ପରାମର୍ଶ କରନ୍ତୁ.
ତେବେ ଯାଇ ମଣିଷ ବଞ୍ଚି ପାରିବ.
#ଆମ୍ଭର_ଏତିକି_ପ୍ରଚେଷ୍ଟା_କେବେ_କାହାର_କାମରେ_ଲାଗି_କାହାକୁ_ବଂଚେଇ_ପାରିବ.

25/08/2020

#ଓଡଗାଁ ବନାଞ୍ଚଳ ଅଧୀନ ରହିବାଙ୍କ ଗ୍ରାମରେ ଥିବା ସମ୍ଭବ ଅନୁଷ୍ଠାନ ର ସାବରମତୀ ଙ୍କ ବାସଭବନ ରୁ ବିରାଟ ଅଜଗର ସାପ କୁ ଉଦ୍ଧାର କରାଯାଇଛି. 25.08.2020.

11/08/2020

କିଛି ଦିନ ତଳେ ଓଡଗାଁ ସିନେମା ହଲ ଛକ ନିକଟରୁ ଗୋଟିଏ ଅଜଗର ସାପ କୁ ଉଦ୍ଧାର କରାଯାଇଥିଲା.
ାଁ_ବନାଞ୍ଚଳ.
#ଫେସବୁକ_କମ.

ଓଡଗାଁ ବନାଞ୍ଚଳ ଅଧୀନ ରୋହିବାଙ୍କ ଗ୍ରାମରୁ ଗୋଟିଏ ନାଗ ସାପ କୁ ଉଦ୍ଧାର କରାଯାଇଛି.11.08.2020.
11/08/2020

ଓଡଗାଁ ବନାଞ୍ଚଳ ଅଧୀନ ରୋହିବାଙ୍କ ଗ୍ରାମରୁ ଗୋଟିଏ ନାଗ ସାପ କୁ ଉଦ୍ଧାର କରାଯାଇଛି.
11.08.2020.

09/08/2020

#ଓଡଗାଁ_କଲେଜରୋଡ_ଓ_ନନ୍ଦିଘୋର_ଗ୍ରାମରୁ_ଦୁଇଟି_ନାଗ_ସାପକୁ_ଉଦ୍ଧାର_କରିଛି_ବନାଞ୍ଚଳ_ଓଡଗାଁ_ଓ_snake_help_line.
ସଦସ୍ୟ ଜଗନ୍ନାଥ ସାହୁ ଙ୍କ ସହ ସୁଭାଶିଷ ସାମନ୍ତରାୟ.
ସାପ ଗୁଡିକ କର ସ୍ଵାସ୍ତ୍ୟ ପରୀକ୍ଷା କରିବା ପରେ ସ୍ଥାନୀୟ ଗୟଳ ସିଂହ ଜଙ୍ଗଲ ରେ ଛଡ଼ା ଯାଇଛି.

 ାଲି_ତା_06_08_2020ରିଖରେ_ମସାବାରି_ଗ୍ରାମରୁ. ନାଗ ସାପ(spectacle cobra )କୁ ଉଦ୍ଧାର କରିଛନ୍ତି snake help line ସଦସ୍ୟ ଜଗନ୍ନାଥ ସାହୁ ...
07/08/2020

ାଲି_ତା_06_08_2020ରିଖରେ_ମସାବାରି_ଗ୍ରାମରୁ.
ନାଗ ସାପ(spectacle cobra )କୁ ଉଦ୍ଧାର କରିଛନ୍ତି snake help line ସଦସ୍ୟ ଜଗନ୍ନାଥ ସାହୁ ଓ ସୁଭାଶିଷ ସାମନ୍ତରାୟ.

29/07/2020

Common Cobra Snake Rescue.
Odagaon.

27/07/2020

#ଓଡଗାଁ_ବନାଞ୍ଚଳ_ଅଧୀନ_ଶିଙ୍ଗାରପଲ୍ଲୀ_ଗ୍ରାମରୁ_ଗୋଟିଏ_ନାଗ_ସାପକୁ_ଉଦ୍ଧାର_କରାଯାଇଛି.
#26.07.2020.

27/07/2020

Common cobra Rescue form Bahadajhola.
25.07.2020.

20/07/2020

#ଓଡଗାଁ_ବନାଞ୍ଚଳ_ଅଧୀନ_ଲିଙ୍ଗରାଜପ୍ରସାଦ_ଗ୍ରାମରୁ_ରାତି9ଟା_ରେ_ନାଗ_ସାପ_ଉଦ୍ଧାର.

19/07/2020

#ଓଡଗାଁ_ତୋଟା_ସାହି_ରୁ_ଢମଣା_ସାପ_ଉଦ୍ଧାର_କରାଯାଇଛି
19.07.2020.
.

19/07/2020

#ଓଡଗାଁ_ବନାଞ୍ଚଳ_ଅଧୀନ_ପେଟାପଲ୍ଲୀ_ଗ୍ରାମରୁ_ନାଗସାପ_ଟିକୁ_ଉଦ୍ଧାର_କରିଛି_ଓଡଗାଁ_ବନ_ବିଭାଗ.
Snake help line ର ସଦସ୍ୟ :-ଜଗନ୍ନାଥ ସାହୁ, ସୁଭାଶିଷ ସାମନ୍ତରାୟ ଓ ଦର୍ଶନ ପାଢ଼ୀ ଙ୍କ ସହଯୋଗ ରେ ଆଜି ତା 19.07.2020ରିଖ ଦିନ ନାଗ ସାପକୁ ଉଦ୍ଧାର କରାଯାଇଛି.

Address

Odagaon

Telephone

+919337153871

Website

Alerts

Be the first to know and let us send you an email when Snake Rescue Odagaon posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Snake Rescue Odagaon:

Videos

Share